ଭୁବନେଶ୍ୱର:ଗହଣାକିଣିବାପୂର୍ବରୁନଜରପକାନ୍ତୁକେଉଁସହରରେକେତେରହିଛିସୁନାଦର।ତେବେଯଦିଆପଣଆଜିସୁନାକିଣିବାକୁଚାହୁଁଛନ୍ତିବାଯୋଜନାକରିଛନ୍ତିତେବେପ୍ରଥମେଜାଣିନିଅନ୍ତୁଆଜିରସୁନାଦର।ଆଜିଭାରତୀୟବଜାରରେ୨୪କ୍ୟାରେଟସୁନା୧,୪୪,୫୫୦ଟଙ୍କାରହିଛି।ସେହିପରି୨୨କ୍ୟାରେଟସୁନାଦର୧,୩୨,୫୦୦ଟଙ୍କାଛୁଇଁଛି।
ସେହିପରିରାଜଧାନୀଭୁବନେଶ୍ୱରରେ୨୪କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧ , ୪୪ , ୫୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧ , ୩୨ , ୫୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧ , ୪୪ , ୫୫୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧ , ୩୨ , ୫୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧ , ୪୪ , ୭୦୦ ଟଙ୍କା ଓ ୨୨ କ୍ୟାରଟେ ୧ , ୩୨ , ୬୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧ , ୪୬ , ୧୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧ , ୩୪ , ୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧ , ୪୪ , ୫୫୦ ଓ ୨୨ କ୍ୟାରେଟ ମୂଲ୍ୟ ୧ , ୩୨ , ୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨ , ୪୫ , ୦୦୦ ଟଙ୍କା ହୋଇଛି ।
କେମିତିଜାଣିବେସୁନାରଶୁଦ୍ଧତାଜାଣନ୍ତୁ -
ଯଦିଆପଣସୁନାରଶୁଦ୍ଧତାଯାଞ୍ଚକରିବାକୁଚାହୁଁଛନ୍ତି, ତେବେଆପଣ 'BIS Care app'ରେଯାଞ୍ଚକରିପାରିବେ।ସୁନାରଲାଇସନ୍ସନମ୍ବର, ହଲମାର୍କକିମ୍ବାପଞ୍ଜୀକରଣସଂଖ୍ୟାଭୁଲଥିଲେ, ଆପଣସିଧାସଳଖସରକାରଙ୍କନିକଟରେଅଭିଯୋଗକରିପାରିବେ।ଅଭିଯୋଗକରିବାପରେଏହିପ୍ରସଙ୍ଗରେକ'ଣପଦକ୍ଷପେନିଆଯାଇଛିସେସମ୍ବନ୍ଧରେମଧ୍ୟସୂଚନାପାଇପାରିବେ।

