Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ

୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ

Madhulekha 2 hrs ago

୧୯ରେ ମାଟ୍ରିକ ସଂଶୋଧିତ ଫଳ ପ୍ରକାଶ ହେବ | ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍ ବା ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି।ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍ ଲାଗି ଆବେଦନ କରିଥିଲେ । ଜଣେ ଲେଖାଏ ଏକାଧିକ ବିଷୟର ଖାତା ଯଞ୍ଚ୍ ପାଇଁ ଆବେଦନ କରିଥିଲେ।

ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଜଣାପଡିଛି । ନମ୍ବର ସଂଶୋଧନ କରାଯିବା ସହ ପୁନଃ ସାର୍ଟିଫିକେଟ୍ ପ୍ରସ୍ତୁତ କରଯିବ। +୨ ପଢିବା ପାଇଁ ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ୩୦ ତାରିଖ। ଏହା ପୂର୍ବରୁ ଚେକିଂ, ଆଡିସନ୍ , ସଂଶୋଧିକ ଫଳ ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha