Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୂକମ୍ପ ଝଟକାରେ ଥରିଲା ଲେହ, ତୀବ୍ରତା ୪.୧

ଭୂକମ୍ପ ଝଟକାରେ ଥରିଲା ଲେହ, ତୀବ୍ରତା ୪.୧

Mo Odisha News 3 weeks ago

ଦାଖ : ଭାରତର ଏକ ସ୍ଥାନରେ ପୁଣି ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଆଜି ଭୋର ପ୍ରାୟ ୩ଟା ୫୪ ମିନିଟରେ ଲଦାଖ ଲେହରେ ଅନୁଭୂତ ହୋଇଛି । ଫଳରେ ଲୋକମାନେ ଭୟରେ ଘରୁ ବାହାରି ପଳାଇଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିବା NCS ପକ୍ଷରୁ ସୂଚନା ମିଳୁଛି ।

କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha