Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

Mo Odisha News 7 hrs ago

ରାଜନଗର : ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବାତ୍ୟା ଅକଭାନ୍ ପାଇଁ ୧୯ରୁ ୨୧ ତାରିଖ ଯାଏ ଭିତରକନିକା ବନ୍ଦ ରହିଥିଲା । ନାଇଟ୍ ଷ୍ଟେ ପାଇଁ ସମସ୍ତ ଅନଲାଇନ୍ ବୁକିଂ କ୍ୟାନ୍ସଲ୍ କରାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ପାଇଁ ଭିତରକନିକାରେ ନୌଯାତ୍ରା ଓ ପରିଭ୍ରମଣ ବନ୍ଦ କରିଥିଲା ପ୍ରଶାସନ । ବାତ୍ୟା ବିପଦ ଟଳିବା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲାଯାଇଛି ।

ରାତ୍ରିଯାପନ ପାଇଁ ଅନଲାଇନରେ ବୁକିଂ ମଧ୍ୟ କରିପାରିବେ ପର୍ଯ୍ୟଟକ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha