Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୋହନ ନାୟକ ହେଲେ ରାୟଗଡା ଯୁବ କଂଗ୍ରେସ ସଭାପତି

ମୋହନ ନାୟକ ହେଲେ ରାୟଗଡା ଯୁବ କଂଗ୍ରେସ ସଭାପତି

Mo Odisha News 3 weeks ago

ରାୟଗଡା : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ଅନୁମୋଦନ କ୍ରମେ ରାୟଗଡା ଜିଲ୍ଲା ପାଇଁ ଦ୍ୱତୀୟ ଥର ଭାବେ କାଶୀପୁରର ଯୁବ ନେତା ମୋହନ ନାୟକଙ୍କୁ ଜିଲ୍ଲା ଯୁବ ସଭାପତି ଭାବେ ମନୋନୀତ କରାଯାଇଛି।

ଆଗାମୀ ପଞ୍ଚାୟତ ନିର୍ବାଚନରେ ଯୁବ ଗୋଷ୍ଠୀକୁ ଜିଲ୍ଲାରେ ସଂଘଠିତ କରିବେ ବୋଲି ମୋହନ କହିଛନ୍ତି। ତାଙ୍କୁ ଏହି ପଦ ମିଳିଥିବାରୁ ସେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ରାଜ୍ୟ ଯୁବ ସଭାପତି ରଂଜିତ ପାତ୍ର ଓ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha