Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ

ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ

Mo Odisha News 2 weeks ago

ନୂଆଦିଲ୍ଲୀ : ନେପାଳରେ ବନ୍ୟା ସଙ୍କଟ ସମୟରେ ଭାରତର ସହଯୋଗ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିଛି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ। ତାଙ୍କ ଗସ୍ତର ଗନ୍ତବ୍ୟ ନୂଆଦିଲ୍ଲୀ ରହିବ ବୋଲି ନେପାଳ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୩୬ ବର୍ଷୀୟ ବାଲେନ ଶାହ ଜଣେ ଇଞ୍ଜିନିୟର ଓ ରାପର୍ ଭାବେ ମଧ୍ୟ ପରିଚିତ।

୨୦୨୨ ମସିହାରୁ ସେ କାଠମାଣ୍ଡୁର ମେୟର ଥିଲେ। ଏବେ ସେ ଗତ ମେ' ମାସ ୫ ତାରିଖ ଠାରୁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha