Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତେଲୁଗୁ ଅଭିନେତା ଗିରି ବାବୁଙ୍କ ୮୩ ବର୍ଷ ବୟସରେ ପରଲୋକ

ତେଲୁଗୁ ଅଭିନେତା ଗିରି ବାବୁଙ୍କ ୮୩ ବର୍ଷ ବୟସରେ ପରଲୋକ

Mo Odisha News 1 week ago

ତେଲୁଗୁସିନେମାଜଗତରୁଆସିଲାଦୁଃଖଦଖବର ।ବରିଷ୍ଠଅଭିନେତାଗିରିବାବୁଙ୍କର୮୩ବର୍ଷବୟସରେପରଲୋକହୋଇଛି। ନଭେମ୍ବର୧୪ତାରିଖରେସେଶେଷନିଶ୍ୱାସତ୍ୟାଗକରିଛନ୍ତି ।ତାଙ୍କବିୟୋଗରେତେଲୁଗୁଫିଲ୍ମଇଣ୍ଡଷ୍ଟ୍ରିସମେତସାରାସିନେ ମାଜଗତରେଶୋକରଛାୟାଖେଳିଯାଇଛି।ଚିରଞ୍ଜୀବୀଓପବନକଲ୍ୟାଣଙ୍କଭଳିଅନେକବଡ଼ବଡ଼କଳାକାରସୋସିଆଲମିଡିଆରେତାଙ୍କୁଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଗିରିବାବୁଙ୍କମରଶରୀରକୁଶେଷଦର୍ଶନପାଇଁଫିଲ୍ମଚାମ୍ବରରେରଖାଯାଇଥିଲା।ଏଠାରେଟଲିଉଡ୍‌ରବହୁକଳାକାର,ସହକର୍ମୀଏବଂପ୍ରଶଂସକପହଞ୍ଚିତାଙ୍କୁଶେଷବିଦାୟଜଣାଇଥିଲେ ।ଏହିସମୟରେତାଙ୍କବଡ଼ପୁଅତଥାଅଭିନେତାରଘୁବାବୁଭାବବିହ୍ୱଳହୋଇପଡ଼ିଥିଲେ । ପିତାଙ୍କଶେଷଇଚ୍ଛାସମ୍ପର୍କରେସୂଚନାଦେଇରଘୁବାବୁକହିଛନ୍ତିଯେ,ଗିରିବାବୁଙ୍କରନିଜଜନ୍ମସ୍ଥାନପ୍ରତିଗଭୀରଭଲପାଇବାଥିଲା ।ଆନ୍ଧ୍ରପ୍ରଦେଶରଓଙ୍ଗୋଲନିକଟସ୍ଥନିଜଗାଁରବିନୁଥଲାରେତାଙ୍କରଅନ୍ତିମସଂସ୍କାରକରାଯାଉବୋଲିସେଇଚ୍ଛାପ୍ରକାଶକରିଥିଲେ।ତେବେଗିରିବାବୁକେବଳଜଣେଅଭିନେତାନଥିଲେ,ବରଂଜଣେସଫଳନିର୍ଦ୍ଦେଶକଓପ୍ରଯୋଜକମଧ୍ୟଥିଲେ।ପ୍ରାୟ୪୭ବର୍ଷରଫିଲ୍ମକ୍ୟାରିୟରରେସେପାଖାପାଖି୬୫୦ଟିଫିଲ୍ମରେଅଭିନୟକରିଥିଲେ।ତେଲୁଗୁସିନେମାରେବ୍ଲାକ୍ଆଣ୍ଡହ୍ୱାଇଟ୍ସିନେମାସ୍କୋପ୍ଫିଲ୍ମନିର୍ଦ୍ଦେଶନାଦେବାରେସେପ୍ରଥମବ୍ୟକ୍ତିଥିଲେ।ତାଙ୍କନିର୍ଦ୍ଦେଶିତ'ଦେବଥଲାରାଦିବିଞ୍ଚାଣ୍ଡି'ଫିଲ୍ମବେଶ୍ସଫଳତାହାସଲକରିଥିଲା ।

ଅନ୍ୟପଟେଅଭିନେତ୍ରୀଅନ୍ନପୂର୍ଣ୍ଣାମଧ୍ୟଗିରିବାବୁଙ୍କୁମନେପକାଇଭାବବିହ୍ୱଳହୋଇପଡ଼ିଥିଲେ।ପତ୍ନୀଙ୍କମୃତ୍ୟୁପରେସେଏକୁଟିଆଅନୁଭବକରୁଥିବାକଥାସେକହିଛନ୍ତି ।ଗିରିବାବୁଜଣେମିଳାପୀଓପରୋପକାରୀବ୍ୟକ୍ତିଥିଲେବୋଲିତାଙ୍କସହକର୍ମୀମାନେସ୍ମୃତିଚାରଣକରିଛନ୍ତି । ୨୦୨୩ମସିହାରେମୁକ୍ତିଲାଭକରିଥିବା'ଅନ୍ନିମଞ୍ଚିଶକୁନମୁଲେ'ତାଙ୍କରଶେଷଫିଲ୍ମଥିଲା ।ତାଙ୍କବିୟୋଗତେଲୁଗୁସିନେମାଜଗତପାଇଁଏକଅପୂରଣୀୟକ୍ଷତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha