Saturday, 06 Mar, 7.31 am ନନ୍ଦିଘୋଷ TV

ଓଡ଼ିଶା
ଆଗାମୀ ୫ ଦିନ ମଧ୍ୟରେ ବଢ଼ିବ ତାପମାତ୍ରା: ୩୯ଂରୁ୪୦ଂ ଯାଏଁ ବଢ଼ିପାରେ ପାରା

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଧିରେ ଧିରେ ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସର୍ବାଧିକ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ଧିରେ ଧିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହେଉଥିବାରୁ ତାତି ସେତେ ବଢିବ ନାହିଁ । କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ କୁହୁଡି ଦେଖାଦେବ । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ଅନୁଗୁଳରେ ଘନ କୁହୁଡି ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ

Continue Reading

Previous ମୋହନା ବିଡିଓଙ୍କୁ ମହଙ୍ଗା ପଡ଼ିଲା କ୍ଷମତାର ଦୁରୂପଯୋଗ, ଚାକିରିରୁ ହେଲେ ନିଲମ୍ବିତ Next ପ୍ରସାଦ ସେବନ କରି ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଏଥିସହିତ ପଢ଼ନ୍ତୁ: ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ

Continue Reading

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Nandi Ghosa TV
Top