Dailyhunt
ଗୋଟିଏ ରାତିରେ ଇରାନକୁ ଶେଷ କରିଦେବୁ : ଡୋନାଲ୍ଡ ଟ୍ରମ୍ପ

ଗୋଟିଏ ରାତିରେ ଇରାନକୁ ଶେଷ କରିଦେବୁ : ଡୋନାଲ୍ଡ ଟ୍ରମ୍ପ

ନ୍ଦିଘୋଷ ବ୍ୟୁରୋ : ଗୋଟିଏ ରାତିରେ ଇରାନକୁ ଶେଷ କରିଦେବୁ। ଆମେରିକୀୟ ସେନା ବିଶ୍ବରେ ସବୁଠାରୁ ଶକ୍ତିଶାଲୀ। ପାଇଲଟଙ୍କୁ ଉଦ୍ଧାର କରି ଆଣିବା ଐତିହାସିକ ଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପଶ୍ଚିମ ଏସିଆ ଯୁଦ୍ଧ ପ୍ରସଙ୍ଗରେ ଉଦବୋଧନ ଦେଇ ଟ୍ରମ୍ପ କହିଛନ୍ତି- ଗୋଟିଏ ରାତିରେ ଇରାନକୁ ଶେଷ କରିଦେବାର କ୍ଷମତା ଆମ ନିକଟରେ ରହିଛି।

ଖୁବ ଶୀଘ୍ର ଇରାନ ଉପରେ ହୋଇପାରେ ହମଲା। ମିଲିଟାରୀ ସିଷ୍ଟମର ସୁରକ୍ଷା ଲାଗି ନିଜର ଦୁଇଟି ବିମାନ ଧ୍ବଂସ କରାଯାଇଛି। ପାଇଲଟଙ୍କୁ ଉଦ୍ଧାର କରିବା ଥିଲା ବଡ଼ ଚାଲେଞ୍ଜ। ଇରାନ ହାତରୁ ପାଇଲଟଙ୍କୁ ଉଦ୍ଧାର ଥିଲା ଐତିହାସିକ। ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର ଲାଗି ନିୟୋଜିତ ହୋଇଥିଲେ ୧୫୫ ବିମାନ। ସେଥିରେ ଥିଲା- ୬୪ ଫାଇଟର ଜେଟ, ୪୮ ରିଫୁଏଲିଂ ଟ୍ୟାଙ୍କର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV