Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘରୁ ଡାକିନେଇ ବ୍ୟବସାୟୀଙ୍କୁ ହତ୍ୟା, ଗୁଳିମାଡ଼ କରି ଫେରାର ଅଭିଯୁକ୍ତ

ଘରୁ ଡାକିନେଇ ବ୍ୟବସାୟୀଙ୍କୁ ହତ୍ୟା, ଗୁଳିମାଡ଼ କରି ଫେରାର ଅଭିଯୁକ୍ତ

NEWS7 5 years ago

ବାଲିଗୁଡ଼ା, ୧୬/୦୯: ବାଲିଗୁଡ଼ା ରେବିଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ବଜାର ସାହି ଏହି ଗୁଳିକାଣ୍ଡ ଘଟିଛି ।

ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ନବଘନ ସାହୁ । ସେ ବ୍ୟବସାୟ କରି ପରିବାର ଚଳାନ୍ତି । ତାଙ୍କୁ କାହିଁକି ହତ୍ୟା କରାଗଲା ଜାଣାପଡ଼ିନଥିବା ବେଳେ ଅଭିଯୁକ୍ତ ନାମ ଭୀମ ବେହେରା ।

ଭୀମ ତାଙ୍କୁ ଘରୁ ଡାକିନେଇ ଗୁଳି ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7