NEWS7
NEWS7

ପୁଣି ବିକଟ ହେଲା କୋଇଲା ସଂକଟ, ବର୍ଷା ଯୋଗୁ ଝାଡଖଣ୍ଡ ଖଣିରେ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ

ପୁଣି ବିକଟ ହେଲା କୋଇଲା ସଂକଟ, ବର୍ଷା ଯୋଗୁ ଝାଡଖଣ୍ଡ ଖଣିରେ ଉତ୍ପାଦନ  ଓ ଯୋଗାଣ ପ୍ରଭାବିତ
  • 44d
  • 0 views
  • 0 shares

ରାଞ୍ଚୀ ୧୯।୧୦: ଗତ ୪ ଦିନ ଧରି ଜାରି ବର୍ଷା ଝାଡଖଣ୍ଡର କୋଇଲା ଖଣିମାନଙ୍କରେ ଉତ୍ପାଦନ ଓ ବିତରଣକୁ ଗୁରୁତର ପ୍ରଭାବିତ କରିଛି। ଫଳରେ ଝାଡଖଣ୍ଡ ସମେତ ଅନ୍ୟ ରାଜ୍ୟର ତାପଜ ବିଦ୍ୟୁତ ଉତ୍ପାଦନ ଲାଗି ପୁଣି ଥରେ ସଂକଟ ସୃଷ୍ଟି ହୋଇଛି। ଖଣିମାନଙ୍କରେ ପାଣି ପଶି ଯାଇଛି। ଏଣୁ ଉତ୍ପାଦନ ଠପ ହୋଇଯାଇଥିବା ବେଳେ କୋଇଲା ରାକ୍‌ ପଠାଇବା ଏବେ ସମ୍ଭବ ହୋଇପାରୁନି।

ଅଧିକ ପଢନ୍ତୁ
ଓଡିଶା Next
ଓଡିଶା Next

୨୦୨୧-୨୨ ଆର୍ଥିକ ବର୍ଷ ଲାଗି୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପନ

୨୦୨୧-୨୨ ଆର୍ଥିକ ବର୍ଷ ଲାଗି୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପନ
  • 12hr
  • 0 views
  • 9 shares

ଅତିରିକ୍ତ ବଜେଟ୍‍ ଉପସ୍ଥାପନ

ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶ ଆରମ୍ଭ ହୋଇଛି । ପୂର୍ବାହ୍ଣ ୧୧ଟାରେ ଜାତୀୟ ସଂଗୀତ ପରିବେଷଣ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଂଗତ ପୂର୍ବତନ ଉପବାଚସ୍ପତି, ପୂର୍ବତନ ସଦସ୍ୟ, ପୂର୍ବତନ ପୁଲିସ୍‍ ସିପାହୀ ଏବଂ କରୋନା ଯୋଦ୍ଧାମାନଙ୍କ ପ୍ରତି ଗୃହରେ ଶୋକ ପ୍ରକାଶ କରାଯାଇଥିଲା ।

ଅଧିକ ପଢନ୍ତୁ
Odisha Reporter

ବାତ୍ୟାର ସଠିକ୍ ଗତିପଥ ମିଳିନି, ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି

ବାତ୍ୟାର ସଠିକ୍ ଗତିପଥ ମିଳିନି, ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି
  • 1hr
  • 0 views
  • 2 shares

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା 'ଜୱାଦ' ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର, ବିଭିନ୍ନ ଏଜେନ୍ସୀ, ବିଭାଗ ଓ ଜିଲ୍ଲା ପ୍ରଶାସନମାନଙ୍କ ଦ୍ୱାରା ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତିପଥ ଓ ସଠିକ୍ ଦିଗ ସମ୍ପର୍କରେ ତଥ୍ୟ ମିଳିବା ପରେ ହିଁ ରାଜ୍ୟ ସରକାର ଅଧିକ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ଅଧିକ ପଢନ୍ତୁ

No Internet connection

Link Copied