ଶିରିଡି ୧୯।୦୧ - ଶିରିଡି ଅଶାନ୍ତ। ସାଇବାବାଙ୍କ ଜନ୍ମସ୍ଥାନ ପଥରି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିବାପରେ ସାଇଭକ୍ତ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଆଜି ଶିରିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରିଛନ୍ତି । ସେପଟେ ସ୍ଥିତି ବିଗୁଡ଼ିଥିବା ଦେଖି ସିରିଡି ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ... ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ କେଉଁଠି ?