Dailyhunt
BJP Leading Over TMC in Bengal: ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ

BJP Leading Over TMC in Bengal: ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ

Nirvay News 1 week ago

ଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ । ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ଛୁଇଁ ସାରିଛି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୨୧ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ପଡିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News