Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି

BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି

Nirvay News 2 weeks ago

ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।

ଖାରବେଳ ସ୍ୱାଇଁ କିଛି ଦିନ ତଳେ ଦଳୀୟ ନୀତି ଓ ନେତୃତ୍ୱ ବିରୋଧରେ ସାର୍ବଜନୀନ ମଞ୍ଚରେ ମନ୍ତବ୍ୟ ଦେଇଥିଲେ ।

ଦଳ ଏହାକୁ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇ ତାଙ୍କୁ ନିଲମ୍ବିତ କରିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News