Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Commonwealth Games 2026: ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬ ଆରମ୍ଭ

Commonwealth Games 2026: ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬ ଆରମ୍ଭ

Nirvay News 3 days ago

ଜିଠୁ ଆରମ୍ଭ ହେଉଛି କମନୱେଲଥ୍ ଗେମ୍ସ ୨୦୨୬ । ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେଉଅଛି ଏହି କ୍ରୀଡ଼ା ମହାସମର । ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇଭେଣ୍ଟରେ ୭୪ଟି ଦେଶର ୩,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News