ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ରିପୋର୍ଟ କରିଛି ଯେ ରବିବାର ସକାଳ ପ୍ରାୟ ୪ଟା ୧୪ରେ ଦିଲ୍ଲୀର ଉତ୍ତର ଜିଲ୍ଲାରେ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ୨.୯ ଥିଲା ଏବଂ ଗଭୀରତା ୮ କିଲୋମିଟର ମାପ କରାଯାଇଥିଲା।