Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Justice Krushna Ram will be the New CJ of Chhattisgarh HC: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ହେବେ ଛତିଶଗଡ଼ ହାଇକୋର୍ଟର ନୂଆ ସିଜେ

Justice Krushna Ram will be the New CJ of Chhattisgarh HC: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ହେବେ ଛତିଶଗଡ଼ ହାଇକୋର୍ଟର ନୂଆ ସିଜେ

Nirvay News 1 week ago

ଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଛନ୍ତି।

ଗତ ଅଗଷ୍ଟ ୬, ୨୦୨୬ରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଛତିଶଗଡ଼ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ସେପ୍ଟେମ୍ବର ୪, ୨୦୨୬ରେ ଅବସର ଗ୍ରହଣ କରୁଥିବାରୁ ଏହି ପଦବୀ ପାଇଁ ଜଷ୍ଟିସ ମହାପାତ୍ରଙ୍କ ନାମ ସୁପାରିସ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News