Dailyhunt
Kalbaisakhi in Odisha: ୨୦ଟି ରାଜ୍ୟକୁ କାଳବୈଶାଖୀ ବର୍ଷା ସହ କୁଆପଥର ୱାର୍ଣ୍ଣିଂ

Kalbaisakhi in Odisha: ୨୦ଟି ରାଜ୍ୟକୁ କାଳବୈଶାଖୀ ବର୍ଷା ସହ କୁଆପଥର ୱାର୍ଣ୍ଣିଂ

Nirvay News 2 weeks ago

ବିଭିନ୍ନ ରାଜ୍ୟରେ ଜାରି ରହିଛି ଖରା ସମେତ ବର୍ଷା। ସକାଳେ ଅସମ୍ଭାଳ ଗରମ ଥିବା ବେଳେ ସଂଧ୍ୟାରେ ଭିଜାଉଛି ବର୍ଷା। ଆଜି ୨୦ ଜିଲ୍ଲାକୁ ଝଡ଼ ବର୍ଷା ସହ ବିଜୁଳି ଓ ଘଡ଼ିଘଡ଼ି ଚେତାବନୀ। ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ୭ ଏପ୍ରିଲରେ ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଞ୍ଜାବ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ସିକିମ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତାମିଲନାଡୁ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ଓଡ଼ିଶାରେ ପ୍ରବଳ ପବନ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News