Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Missing Naidu Commission File: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

Missing Naidu Commission File: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

Nirvay News 6 days ago

ରାଜ୍ୟରେ ଚର୍ଚ୍ଚିତ ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାର ତଦନ୍ତକୁ ତ୍ୱରାନ୍ଵିତ କରିଛି କ୍ରାଇମବ୍ରାଞ୍ଚ । ରିପୋର୍ଟ କେଉଁ ପରିସ୍ଥିତିରେ ହଜିଲା ସେ ନେଇ ବିଭିନ୍ନ ବିଭାଗରୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗକୁ ଚିଠି ଲେଖି ବିସ୍ତୃତ ତଥ୍ୟ ମଗାଯାଇଛି ।

ଚିଠିରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ୩ଟି ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ମାଗିଛି: କିଏ ଫାଇଲ୍ ଡିଲ୍ କରେ ଏବଂ କେଉଁ ବିଭାଗରେ ଏହି ଫାଇଲ୍ ରହେ, କିଏ ଫାଇଲ ରିସିଭ୍ କରିଥିଲା ସେ ନେଇ ରେକର୍ଡ ଓ ଦସ୍ତଖତ ବିବରଣୀ ଏବଂ ଫାଇଲ୍‌ର ଗତିବିଧି ଓ ଶେଷ ଥର କେଉଁଠି ଦେଖାଯାଇଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News