Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Puri Shrimandir Survey: ୧୮ରେ ଶ୍ରୀମନ୍ଦିର ମଧ୍ୟରେ ASI ଓ SJTAର ମିଳିତ ସର୍ଭେ

Puri Shrimandir Survey: ୧୮ରେ ଶ୍ରୀମନ୍ଦିର ମଧ୍ୟରେ ASI ଓ SJTAର ମିଳିତ ସର୍ଭେ

Nirvay News 1 week ago

୧୮ରେ ଶ୍ରୀମନ୍ଦିର ମଧ୍ୟରେ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମିଳିତ ସର୍ଭେ । ଓଡ଼ିଶା ସରକାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ମିଳିତ ବୈଷୟିକ ଯାଞ୍ଚ ପାଇଁ ସ୍ଥିର କରିଛନ୍ତି। ଏହି ସର୍ଭେ ସକାଳ ୧୦ଟା ୩୦ ମିନିଟରେ ଆରମ୍ଭ ହେବ। ଏଥିରେ ଗର୍ଭଗୃହ, ଜଗମୋହନ ଓ ନାଟ୍ୟମଣ୍ଡପର ସର୍ଭେ କରାଯିବ ନେଇ ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News