Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Vigilance Nabs Traffic Inspector: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଟ୍ରାଫିକ ଇନ୍ସପେକ୍ଟର

Vigilance Nabs Traffic Inspector: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଟ୍ରାଫିକ ଇନ୍ସପେକ୍ଟର

Nirvay News 1 week ago

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ ଅଫିସର ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର । ଜଣେ ଟ୍ରକ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଣେ ଟ୍ରକ ମାଲିକଙ୍କ ଦୁଇଟି 'ହାଇଭା' (HYVA) ଟ୍ରକକୁ ବିନା କୌଣସି ବାଧାବିଘ୍ନରେ ଚଳାଚଳ କରିବାକୁ ଦେବା ପାଇଁ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ଜୁନ୍ ଏବଂ ଜୁଲାଇ ୨୦୨୬ ମାସର ମାସିକ କୋଟା ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଏହାପରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସୁନ୍ଦରଗଡ଼ ସ୍ଥିତ ବାସ ଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News