Dailyhunt
Vijay's TVK No.1 in Tamil Nadu: ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧

Vijay's TVK No.1 in Tamil Nadu: ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧

Nirvay News 1 week ago

ବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଅଭିନେତାରୁ ରାଜନେତା ହୋଇଥିବା ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି ।

ତାଙ୍କ ଦଳ ଟିଭିକେ ବର୍ତ୍ତମାନ ୧୦୮ ଆସନରେ ଆଗୁଆ ଅଛି, ପ୍ରାରମ୍ଭିକ ଗଣନା ଟ୍ରେଣ୍ଡରେ ADMK ଏବଂ DMK ଉଭୟଙ୍କଠାରୁ ବହୁତ ଆଗରେ ଅଛି TVK । ADMK ୬୪ଟି ଆସନରେ ଆଗୁଆ ଥିବାବେଳେ DMK ୪୦ଟି ଆସନରେ ଆଗୁଆ ଅଛି ।

ବର୍ତ୍ତମାନର ସଂଖ୍ୟା ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଥିବା ଦର୍ଶାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News