Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଡ଼ିଆ ନ୍ୟୁଜ୍: ଆୟୂଷ୍ମାନ ସ୍ବାସ୍ଥ୍ୟ ସେବାକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା। ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ହେବ ସବୁ ମେଡିକାଲ୍‌ ପରୀକ୍ଷା।ରୋଗୀ ହସ୍ପିଟାଲ୍‌ରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ କାର୍ଡରେ ହେବ ପରୀକ୍ଷା। ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ।ଗାଇଡ୍‌ଲାଇନ୍‌ ନ ମାନିଲେ ହସ୍ପିଟାଲ୍‌ ବିରୋଧରେ ଆକ୍ସନ ହେବ- ସ୍ବାସ୍ଥ୍ୟ ମନ୍ତ୍ରୀ।

ଆଡମିସନର ୩ ଦିନ ପୂର୍ବରୁ ହୋଇଥିବା ମେଡିକାଲ ଟେଷ୍ଟ ମଧ୍ୟ ଆୟୁଷ୍ମାନ ଯୋଜନାରେ ଭରଣା ହେବ। ଯେଉଁ ହସ୍ପିଟାଲ ଏହା ପାଳନ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।ଆୟୁଷ୍ମାନ ସେବାକୁ ନେଇ ଏହି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ଏହି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିୟମର ପାଳନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟି ମେମ୍ବର ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News