Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ଦୁଇ ଥର ବାତିଲ ଓଟିଇଟି ପରୀକ୍ଷାଦେଲେ ବିଦ୍ୟାର୍ଥୀ

ଦୁଇ ଦୁଇ ଥର ବାତିଲ ଓଟିଇଟି ପରୀକ୍ଷାଦେଲେ ବିଦ୍ୟାର୍ଥୀ

ଡ଼ିଆ ନ୍ୟୁଜ୍: ଦୁଇ ଦୁଇ ଥର ବାତିଲ ଓଟିଇଟି ପରୀକ୍ଷାଦେଲେ ବିଦ୍ୟାର୍ଥୀ। ଆଜି ରାଜ୍ୟବ୍ୟାପୀ ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୯୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।

ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ। ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News