Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ହେଲେ ମୁକୁନ୍ଦଦେବ ସାମଲ

ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ହେଲେ ମୁକୁନ୍ଦଦେବ ସାମଲ

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ର ବିଜେଡ଼ି ର ଆଗ ଧାଡିର ସଙ୍ଗଠକ ଛାମୁଆଁ ନେତୃତ୍ୱ ପୂର୍ବତନ ଭଦ୍ରକ ବିଜେଡ଼ି ଜିଲ୍ଲା ଯୁବ ସଭାପତି ତଥା ଭଦ୍ରକ ବ୍ଲକ୍ ର ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ ଆଜି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ଚାନ୍ଦବାଲି ବିଧାୟକ ତଥା ବିଜେଡ଼ି ଭଦ୍ରକ ଜିଲ୍ଲା ସଭାପତ ବ୍ୟୋମକେଶ ରାୟଙ୍କୁ ଶୁଭେଚ୍ଛା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua