ଓଡିଆ ପୁଅ
ଓଡିଆ ପୁଅ

ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପାଇଁ ଏକ ମଜବୁତ୍‌ ଶିକ୍ଷା ଢାଂଚା ପ୍ରସ୍ତୁତ ହେବ- ଧର୍ମେନ୍ଦ୍ର ପ୍ରଧାନ

ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପାଇଁ ଏକ ମଜବୁତ୍‌ ଶିକ୍ଷା ଢାଂଚା ପ୍ରସ୍ତୁତ ହେବ- ଧର୍ମେନ୍ଦ୍ର ପ୍ରଧାନ
  • 43d
  • 0 views
  • 0 shares

ବିଶ୍ୱ ବ୍ୟାଙ୍କର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ
– କୋଭିଡ -୧୯ ଦ୍ୱାରା ହ୍ୟୁମାନ କ୍ୟାପିଟାଲର କ୍ଷତିକୁ ରୋକିବା ଏବଂ ଡ଼ିଜିଟାଲ ସେବା ଯୋଗାଇବାରେ ନୂଆ କଳ୍ପନା ବିଷୟ ବସ୍ତୁ ଉପରେ ଆଲୋଚନା
– ଜୀବନଜୀବିକାକୁ ଗୁରୁତ୍ୱ ସହ ସମସ୍ତଙ୍କୁ ସମାନ ଶିକ୍ଷାର ସୁବିଧା ପାଇଁ ଭାରତର ଉଦ୍ୟମ ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୯ (ଓଡ଼ିଆ ପୁଅ) - ସମସ୍ତଙ୍କୁ ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ମଜବୁତ୍ ଶିକ୍ଷା ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବିଶ୍ୱ ବ୍ୟାଙ୍କର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢନ୍ତୁ
ରିପୋର୍ଟର୍ସ ପେନ
ରିପୋର୍ଟର୍ସ ପେନ

୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ଚାକିରୀରୁ ବହିଷ୍କୃତ

୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ଚାକିରୀରୁ ବହିଷ୍କୃତ
  • 5hr
  • 0 views
  • 54 shares

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।

ଅଧିକ ପଢନ୍ତୁ
K NEWS
K NEWS

ଚାକିରି ଥାଉ ବା ନଥାଉ ଆପଣଙ୍କୁ ମିଳିପାରିବ ପେନସନ୍‌, ଜାଣନ୍ତୁ କେମିତି ପାଇବେ

  • 4hr
  • 0 views
  • 215 shares

ଯଦି ଆପଣ ନିଜ ବୃଦ୍ଧବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଯଦି ଆପଣ ରିଟାୟରମେଣ୍ଟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ନ୍ୟାସନାଲ ପେନସନ୍‌ ସ୍କିମ ଆପଣଙ୍କ ପାଇଁ ଏକ ବହୁତ ଭଲ ଅପସନ୍‌ ଅଟେ। ଚାକିରି ଆରମ୍ଭ କରିବା ପରେ ହିଁ ନ୍ୟାସନାଲ୍‌ ପେନସନ୍‌ ସ୍କିମରେ ନିବେଶ କରିବା ଆରମ୍ଭ କରିଦେବେ ତାହେଲେ ରିଟାୟରମେଣ୍ଟ ସମୟରେ ଆପଣଙ୍କ ପାଖରେ ୩୪ ଲକ୍ଷ ପର୍ଯ୍ୟନ୍ତ ମୋଟା ଫଣ୍ଡ ସଞ୍ଚୟ ହୋଇଯିବ।

ଅଧିକ ପଢନ୍ତୁ

No Internet connection

Link Copied