Monday, 23 Sep, 11.40 am ଓଡିଆ ପୁଅ

ଅପରାଧ
ଜଙ୍ଗଲ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି,୨୩/୦୮,(ଓଡ଼ିଆ ପୁଅ ପି ନାଏକ): ଥମୁନି ଲଜ୍ଜା । ଜଙ୍ଗଲ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଏନ୍‌ଏଚ୍‌ ୨୬ ଜାରିଙ୍ଗ ଜଙ୍ଗଲ ନିକଟରେ । ଜଣେ ଯୁବତୀଙ୍କୁ ଚାରିରୁ ପାଞ୍ଚ ଜଣ ଯୁବକ ଛୁରି ଦେଖାଇ ଗଣ ଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏହାସହ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ପୋଲିସ୍‌ କିନ୍ତୁ ନିଜ ଆଡ଼ୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି।

Continue reading ଜଙ୍ଗଲ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odia Pua
Top