Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କବି ଡଃ ପ୍ରଭାତ ନଳିନୀ ମହାପାତ୍ରଙ୍କ ସ୍ମୃତି ସଭା

କବି ଡଃ ପ୍ରଭାତ ନଳିନୀ ମହାପାତ୍ରଙ୍କ ସ୍ମୃତି ସଭା

ଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଡଃ ପ୍ରଭାତ ନଳିନୀ ମହାପାତ୍ର ଙ୍କ ପାଇଁ ଭଦ୍ରକ ସାହିତ୍ୟ ପରିଷଦ ତରଫରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦ ର ସଭାପତି ଡଃ ରାଧାରାଣୀ ମହାପାତ୍ର ଙ୍କ ସଭାପତିତ୍ୱରେ ଏହି ସ୍ମୃତି ସଭାପତି ଅନୁଷ୍ଠିତ ହୋଇଯାଇଛି।

ଡଃ ଶଶଧର ଦାସ ଓ ଝରଣା ପଟ୍ଟନାୟକ,ଶାନ୍ତନୁ କୁମାର ରାଉତ,ସଂଗ୍ରାମ ଆଚାର୍ଯ୍ୟ,ବସନ୍ତ କୁମାର ରାଉତ, ଉପସ୍ଥିତ ରହି ଡଃ ପ୍ରଭାତ ନଳିନୀ ମହାପାତ୍ର ଙ୍କ ସାହିତ୍ୟ କୃତି ଉପରେ ଆଲୋକ ପାତ କରିଥିଲେ। ଭାନୁମତୀ ମାଟିଆ, ସୁଚିତ୍ରା ପାଣିଗ୍ରାହୀ, ନୀଳିମା ପଣ୍ଡା, ସୁକାନ୍ତୀ ମହାପାତ୍ର, ପ୍ରୀତିଲତା ପଣ୍ଡା, ଲଲାଟେନ୍ଦୁ ମହାନ୍ତି, ଅବନୀ ପ୍ରଧାନ, ରତିକାନ୍ତ ବେହେରା,ଶରତ ନାୟକ, ବିଜୟ ବହଳୀ, ମୁକ୍ତିକାନ୍ତ ମଲ୍ଲିକ, ,ଅକ୍ଷର କୁମାର ଜେନା, ଖଗେଶ୍ୱର ଯେନା, ବୈକୁଣ୍ଠ ବିଶ୍ୱାଳ , ନୀହାର ରଞ୍ଜନ କର, , ରମେଶ ଚନ୍ଦ୍ର ଦାଶ, ସରୋଜିନୀ ନାୟକ, ବାସନ୍ତୀ ଲତା ନାୟକ, ଲକ୍ଷ୍ମୀ କାନ୍ତ ବାରିକ୍‌, ମନୋରଞ୍ଜନ ଦାଶ, ଅରୂପାନନ୍ଦ ନାୟକ,ଋତୁରାଜ ଅକ୍ଷୟ, ଦମୟନ୍ତୀ ନାଥ ଏବଂ ସାହିତ୍ୟ ପରିଷଦ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଡଃ ପ୍ରଭାତ ନଳିନୀ ମହାପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua