Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦନ୍ତାହାତୀର ମୃତଦେହ ଠାବ

ଦନ୍ତାହାତୀର ମୃତଦେହ ଠାବ

ODIASpotNEWS 15 hrs ago

ବାନୀପାଟଣା:କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି। ଆଜି ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଟି କିପରି ମୃତ୍ୟୁବରଣ କଲା ତାର କାରଣ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ ଏହି ଅଞ୍ଚଳରେ ହାତୀପଲ ନିୟମିତ ଭାବେ ଯାତାୟାତ କରନ୍ତି। ଗତବର୍ଷ ଏହି ଅଞ୍ଚଳରେ ଟ୍ରେନ୍ ଚାପାରେ ଗୋଟିଏ ହାତୀ ମୃତ୍ୟୁବରଣ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS