Dailyhunt
ନଦୀ ଭାସି  ଯୁବକ ମୃତ

ନଦୀ ଭାସି ଯୁବକ ମୃତ

ODIASpotNEWS 0 months ago

ଦ୍ରକ : ସାଳନ୍ଦୀ ନଦୀକୁ ଡେଇଁ ଗୁରୁବାର ରିଲସ୍ କରିବା ବେଳେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ସନ୍ତିଆ ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରିଥିଲା।

ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି। ସମସ୍ତ ପିଲା କେନ୍ଦୁଝର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS