Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀ  ଭଗବାନ ବିଷ୍ଣୁଙ୍କ ଅବତାର:ସୁଦେଶ ବେରୀ

ପ୍ରଧାନମନ୍ତ୍ରୀ ଭଗବାନ ବିଷ୍ଣୁଙ୍କ ଅବତାର:ସୁଦେଶ ବେରୀ

ODIASpotNEWS 2 months ago

ନୂଆଦିଲ୍ଲୀ: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ମୋଦି ଜୀଙ୍କ ପାଦ ଧୋଇ ସେହି ପାଣି ପିଇଦେବେ ବୋଲି କହିଛନ୍ତି। 'ବର୍ଡର' ଚଳଚ୍ଚିତ୍ରର ଅଭିନେତା ଜଣକ କକ୍ରୋଚ ଜନତା ପାର୍ଟି (CJP)ର ମଧ୍ୟ ସମାଲୋଚନା କରିଛନ୍ତି।

ଏକ ଆଲୋଚନା ସମୟରେ ସୁଦେଶ ବେରୀ CJP ବିଷୟରେ କହିଛନ୍ତି, 'ମୁଁ AGP, CGP କାହାକୁ ଜାଣେ ନାହିଁ। ମୁଁ ଏହି ଲୋକମାନଙ୍କୁ ଚିହ୍ନି ମଧ୍ୟ ନାହିଁ। ମତେ କେବଳ ଏତିକି ଜଣାଅଛି ଯେ ସେମାନେ ଦେଶକୁ ପଛକୁ ଟାଣୁଛନ୍ତି।'

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS