Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ODIASpotNEWS 1 week ago

ଦ୍ରକ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ଭଦ୍ରକ ପୁରୁଣା ବଜାର ଥାନା ନଙ୍ଗା ମହଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଭିତରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ସୋନୁ ବିବି ଓ ତାଙ୍କ ସ୍ବାମୀ ସେକ ମୁସ୍ତଫା ରାଜା। ଖବର ପାଇ ଘଟଣାସ୍ଥଳରେ ପୁରୁଣା ବଜାର ଥାନ ପୋଲିସର ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS