ODIASpotNEWS
ODIASpotNEWS

ନନ୍ଦନକାନନରେ ଅଘଟଣ:ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ

ନନ୍ଦନକାନନରେ  ଅଘଟଣ:ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ
  • 92d
  • 00

ଭୁବନେଶ୍ୱର: ସଫାରୀରେ ଭାଲୁକୁ ଖାଇବା ଦେବା ପଡ଼ିଲା ମହଙ୍ଗା ।

ଅଧିକ ପଢନ୍ତୁ
ETV Bharat ଓଡ଼ିଆ
ETV Bharat ଓଡ଼ିଆ

ଲଞ୍ଚ ହେଲା Digital Sansad App

ଲଞ୍ଚ ହେଲା Digital Sansad App
  • 5hr
  • 5 shares

ଲଞ୍ଚ ହେଲା ଡିଜିଟାଲ ସଂସଦ (Digital Sansad ) ଆପ୍ । ଏଣିକି ମୋବାଇଲରେ ସହଜରେ ସଂସଦର କାର୍ଯ୍ୟ ଦେଖିପାରିବେ ସାଧାରଣ ଲୋକେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦର କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏହି ଅଭିଯାନ ଅଧୀନରେ ସଂସଦର ଲାଇଭ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଲଞ୍ଚ ହୋଇଛି ଡିଜିଟାଲ ସଂସଦ ଆପ (Digital Sansad App)।

ଅଧିକ ପଢନ୍ତୁ
ସମ୍ବାଦ

ରାଜାଘରେ ଛାତିଥରା ହତ୍ୟାକାଣ୍ଡ: ପୁଣି ଚର୍ଚ୍ଚାରେ କନିକା ରାଜବଂଶ

ରାଜାଘରେ ଛାତିଥରା ହତ୍ୟାକାଣ୍ଡ: ପୁଣି ଚର୍ଚ୍ଚାରେ କନିକା ରାଜବଂଶ
  • 2hr
  • 7 shares

କଟକ: କନିକା ରାଜବଂଶର ଅନେକ କୁଖ୍ୟାତି ଆଉ ସୁଖ୍ୟାତି ରହିଛି। ଇତିହାସରେ କନିକା ରାଜବଂଶକୁ ନେଇ ଅନେକ ଚର୍ଚ୍ଚିତ କାହାଣୀ ଓ ଲୋକକଥା ରହିଛି। ଓଡ଼ିଶା ଇତିହାସରେ ଅନ୍ୟତମ ସମୃଦ୍ଧ ରାଜବଂଶ ଭାବେ ପରିଗଣିତ ହୋଇ ଆସିଛି କନିକା ରାଜବଂଶ। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ୍ ଅଞ୍ଚଳରେ ଯଦିଓ କନିକା ରାଜାଙ୍କ ମୂଳ ରାଜଭବନ ରହିଛି କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ବି ରହିଛି ତାଙ୍କର ଅଚଳାଚଳ ସଂପତ୍ତି।

ଅଧିକ ପଢନ୍ତୁ

No Internet connection