Dailyhunt
ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ

ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ

Odisha 24 1 week ago

ରାଜ୍ୟରେ ଅନୁଭବ ହେଉଛି ଗରମ ଓ ଗୁଳୁଗୁଳି। ଏହା ମଧ୍ୟରେ ଆଶ୍ୱସ୍ତି ଆଣୁଛି ବର୍ଷା। ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ। ଦିନରେ ତତାଉଥିବା ବେଳେ ସନ୍ଧ୍ୟାରେ ଭିଜାଉଛି। ଆଭ୍ୟନ୍ତରୀଣ ଓଡିଶାରେ ଗରମ ବେଳେ ଉପକୂଳରେ ଅନୁଭୂତ ହେଉଛି ଥଣ୍ଡା। ଆଜି ପାଇଁ ୫ ଜିଲାକୁ ଝଡବର୍ଷାର ସତର୍କତା ଜାରି ହୋଇଛି। ବିଜୁଳି ଘଡଘଡି ସହ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ର୍ପୂବାନୁମାନ କରିଛି।

ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଭୁବନେଶ୍ୱର: ଗବେଷଣାରୁ ଜଣାପଡିଛି ଯେ ୪୦% ରୁ ଅଧିକ ପର୍ଯ୍ୟଟକ ଯାତ୍ରା ସମୟରେ ଦିନକୁ ଅତି କମରେ ଥରେ ବ୍ରଶ୍ କରିବାକୁ ଭୁଲିଯାଆନ୍ତି। ବିମାନ ଯାତ୍ରା ସମୟରେ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia