Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ

ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ

Odisha 24 5 months ago

ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଅଫିସିଆଲ ସାଇଟ୍ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହାସହିତ ଛାତ୍ରଛାତ୍ରୀ ଡିଜିଲକର ଏବଂ ଉମଙ୍ଗ ଆପ୍ ଜରିଆରେ UID କିମ୍ବା ଇଣ୍ଡେକ୍ସ ନମ୍ବର ଦେଇ ନିଜର ୧୦ମ ଏବଂ ୧୨ଶ ପରୀକ୍ଷାଫଳ ଚେକ୍ କରିପାରିବେ ।

କେମିତି କରିବେ ଚେକ୍ :

ପ୍ରଥମେ cisce.org ୱେବସାଇଟକୁ ଯିବାକୁ ହେବ ।

ଏହାପରେ ହୋମପେଜରେ ICSE କିମ୍ବା ISCର ରେଜଲ୍ଟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ନିଜର ରୋଲ ନମ୍ବର କିମ୍ବା ୟୁନିକ ଆଇଡି ଏବଂ ଅନ୍ୟ ଆବଶ୍ୟକ ସୂଚନା ଦିଅନ୍ତୁ ।
ସବମିଟ୍ ବଟନରେ କ୍ଲିକ ରି ନିଜର ରେଜଲ୍ଟ ସ୍କ୍ରିନରେ ଦେଖିବାକୁ ମିଳିବ ।
ଏହାପରେ ଡାଉନଲୋଡ କରି ପିଡିଏଫ ପ୍ରଣ୍ଟଆଉଟ କାଢି ରଖନ୍ତୁ ।

ସୂଚନାଯୋଗ୍ୟ, ICSE ୧୦ମ ପରୀକ୍ଷା ୧୭ ଫେବ୍ରୁଆରୀରୁ ୩୦ ମାର୍ଚ୍ଚ ଯାଏଁ ଚାଲିଥିଲା । ସେହିପରି ISC ପରୀକ୍ଷା ୧୨ ଫେବ୍ରୁଆରୀରୁ ୩ ଏପ୍ରିଲ ଯାଏଁ ଚାଲିଥିଲା ।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia