Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ

ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ

Odisha 24 1 week ago

ପୁଣିଥରେ ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ ହୋଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହାକୁ ଭାଇରାଲ କରାଯାଇଛି । ଭାଇରାଲ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । 'କୁର୍ତ୍ତିକା_କ୍ରେପ ୨୦୧୭' ନାମକ ଏକ ଆକାଉଣ୍ଟରୁ ଏହା ପୋଷ୍ଟ କରାଯାଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ଧରି ବାରମ୍ବାର ଶ୍ରୀମନ୍ଦିର ଭିତରର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଯାହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କିପରି ପହଞ୍ଚିଲା? ଏବଂ କେଉଁ ପରିସ୍ଥିତିରେ ଏହି ଭିଡିଓ ରେକର୍ଡ କରାଗଲା? କାରଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଡ଼ା କଟକଣା ରହିଛି । ଏହି ଘଟଣା ପରେ ଭକ୍ତମାନଙ୍କ ମନରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ୱର: ଡାବର ଆମଲା ହେୟାର ଅଏଲ୍ ପକ୍ଷରୁ ଲୋକପ୍ରିୟ ଗାୟିକା ଯୁଗଳ ଅନ୍ତରା ନନ୍ଦୀ ଏବଂ ଅଙ୍କିତା ନନ୍ଦୀଙ୍କୁ ନେଇ "କେୟାର୍ ୱାହାଁ ଜହାଁ ଡାବର ଆମଲା,

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ପୁରୁଣା ସଂଗଠିତ ଯୋଗ କେନ୍ଦ୍ର, ସାନ୍ତାକ୍ରୁଜ୍ (ମୁମ୍ବାଇ) ସ୍ଥିତ 'ଦି ଯୋଗ ଇନଷ୍ଟିଚ୍ୟୁଟ୍‌' (ଟିୱାଇଆଇ), ପକ୍ଷରୁ ଚଳିତ ବର୍ଷର ବିଷୟବସ୍ତୁ "ସୁସ୍ଥ ବାର୍ଦ୍ଧକ୍ୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia