Morning Habits : ଆଜିରଡିଜିଟାଲଜୀବନଶୈଳୀରେସକାଳରଆରମ୍ଭପ୍ରାୟତଃମୋବାଇଲଫୋନସହିତହୋଇଥାଏ।ଆଲାର୍ମବନ୍ଦକରିବାମାତ୍ରେଲୋକମାନେବିଛଣାରୁଉଠିବାପରିବର୍ତ୍ତେପ୍ରଥମେଫୋନସ୍କ୍ରିନଦେଖନ୍ତି।ମେସେଜ୍, ସୋସିଆଲମିଡିଆନୋଟିଫିକେସନ, ଇମେଲଏବଂଖବରସ୍କ୍ରୋଲକରିବାଏକସାଧାରଣଅଭ୍ୟାସରେପରିଣତହୋଇଛି।କିନ୍ତୁବିଶେଷଜ୍ଞଙ୍କମତରେ, ଏହିଛୋଟଅଭ୍ୟାସଟି ଧୀରେ ଧୀରେ ଶରୀର , ମସ୍ତିଷ୍କ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇପାରେ।
ଡାକ୍ତରଏବଂଗବେଷଣାଉଭୟଏହିକଥାରଚେତାବନୀଦିଅନ୍ତିଯେସକାଳୁଉଠିବାମାତ୍ରେମୋବାଇଲ୍ଦେଖିବାଦିନସାରାମାନସିକସ୍ଥିତିଏବଂକାର୍ଯ୍ୟକ୍ଷମତାକୁପ୍ରଭାବିତକରିପାରେ।
ସକାଳୁମୋବାଇଲ୍ଦେଖିଲେମସ୍ତିଷ୍କଉପରେପଡ଼େପ୍ରଭାବ:
ସକାଳୁନିଦରୁଉଠିବାମାତ୍ରେମସ୍ତିଷ୍କକୁଧୀରେଧୀରେସକ୍ରିୟହେବାପାଇଁସମୟଦରକାରହୁଏ।କିନ୍ତୁମୋବାଇଲରତୀବ୍ରଆଲୋକଏବଂକ୍ରମାଗତଭାବେଆସୁଥିବାନୋଟିଫିକେସନ୍ମସ୍ତିଷ୍କକୁହଠାତ୍ଷ୍ଟ୍ରେସ୍ମୋଡକୁନେଇଯାଏ।ଏହାମସ୍ତିଷ୍କଉପରେଏକପ୍ରକାରଡିଜିଟାଲଚାପସୃଷ୍ଟିକରେ, ଯାହାଫଳରେଏକାଗ୍ରତାକମିଯାଏଏବଂଅସ୍ଥିରତାବଢ଼ିଯାଏ।
ଷ୍ଟ୍ରେସ୍ହରମୋନ୍ଏବଂହୃଦସ୍ପନ୍ଦନଉପରେପ୍ରଭାବ:
ବିଶେଷଜ୍ଞଙ୍କମତରେ, ସକାଳୁମୋବାଇଲ୍ଦେଖିବାଦ୍ୱାରାଶରୀରରେଷ୍ଟ୍ରେସ୍ହରମୋନ୍ସ୍ତରବଢ଼ିପାରେ।ଏହାଫଳରେହୃଦସ୍ପନ୍ଦନଏବଂରକ୍ତଚାପହଠାତ୍ବଢ଼ିଯାଇପାରେ।ବିଶେଷକରିଯେଉଁମାନେପୂର୍ବରୁମଧୁମେହ, ଉଚ୍ଚରକ୍ତଚାପକିମ୍ବାମେଦବହୁଳତାସମସ୍ୟାରେପୀଡିତ, ସେମାନଙ୍କପାଇଁଏହିସ୍ଥିତିଅଧିକବିପଜ୍ଜନକହୋଇପାରେ।
ମାନସିକସ୍ୱାସ୍ଥ୍ୟଉପରେସିଧାସଳଖପ୍ରଭାବ:
ସକାଳୁସକାଳୁସୋସିଆଲମିଡିଆକିମ୍ବାଖବରଦେଖିବାଦ୍ୱାରାମସ୍ତିଷ୍କଉପରେଏକସଙ୍ଗେଅନେକତଥ୍ୟରଚାପପଡ଼ିଥାଏ।ଅନେକସମୟରେନକାରାତ୍ମକଖବରମନକୁପ୍ରଭାବିତକରିଥାଏ, ଯାହାଦ୍ୱାରାପୂରାଦିନଚାପ, ଚିଡ଼ିଚିଡ଼ାପଣଏବଂଅସ୍ଥିରତାଲାଗିରହେ।ଦୀର୍ଘସମୟଧରିଏହିଅଭ୍ୟାସଏଙ୍ଗଜାଇଟିଏବଂମାନସିକଚାପକୁବଢ଼ାଇପାରେ।
କାର୍ଯ୍ୟକ୍ଷମତାଏବଂଧ୍ୟାନରେହ୍ରାସ:
ସକାଳରସମୟକୁଧ୍ୟାନଏବଂଯୋଜନା (Planning) ପାଇଁସର୍ବୋତ୍ତମବୋଲିବିବେଚନାକରାଯାଏ, କିନ୍ତୁମୋବାଇଲ୍ସ୍କ୍ରୋଲ୍କରିବାଦ୍ୱାରାମନଭଟକିଯାଏଏବଂଅନେକସମୟରେଅଯଥାସମୟନଷ୍ଟହୁଏ।ଏହାରସିଧାସଳଖପ୍ରଭାବପୂରାଦିନରକାର୍ଯ୍ୟକ୍ଷମତାଉପରେପଡ଼େଏବଂକାମରେମନଲଗାଇବାରେଅସୁବିଧାହୋଇଥାଏ।
ଆଖିରସ୍ୱାସ୍ଥ୍ୟଉପରେବିପଦ:
ମୋବାଇଲ୍ସ୍କ୍ରିନରୁନିର୍ଗତହେଉଥିବାବ୍ଲୁଲାଇଟ୍ (Blue Light) ଆଖିଉପରେକୁପ୍ରଭାବପକାଇଥାଏ।ସକାଳୁସକାଳୁଏହାରବ୍ୟବହାରକରିବାଦ୍ୱାରାଆଖିରେଜଳାପୋଡ଼ା, କ୍ଲାନ୍ତି, ଶୁଷ୍କତା (Dryness) ଏବଂଆଖିଭାରିଲାଗିବାଭଳିସମସ୍ୟାଦେଖାଦେଇପାରେ।କ୍ରମାଗତଭାବେଏହିଅଭ୍ୟାସଜାରିରହିଲେ, ଏହାଆଖିରଦୃଷ୍ଟିଶକ୍ତିଉପରେମଧ୍ୟନକାରାତ୍ମକପ୍ରଭାବପକାଇପାରେ।
ସକାଳୁସଠିକ୍ଭାବେଦିନଆରମ୍ଭକିପରିକରିବେ?
ବିଶେଷଜ୍ଞଙ୍କମତରେ, ସକାଳୁଉଠିବାମାତ୍ରେମୋବାଇଲ୍ଦେଖିବାରଅଭ୍ୟାସରୁଦୂରେଇରହିବାଉଚିତ୍।ଦିନରଆରମ୍ଭଏହିଭଳିକରିବାଉଚିତ୍:
·ଉଠିବାପରେପ୍ରଥମ୧୫ରୁ୩୦ମିନିଟ୍ପର୍ଯ୍ୟନ୍ତମୋବାଇଲ୍ସ୍କ୍ରିନରୁଦୂରେଇରୁହନ୍ତୁ।
·ଉଷୁମପାଣିପିଅନ୍ତୁ।
·ହାଲୁକାବ୍ୟାୟାମବାଯୋଗକରନ୍ତୁ।
·ଗଭୀରନିଶ୍ୱାସନେବାରଅଭ୍ୟାସକରନ୍ତୁ।
·କିଛିସମୟପ୍ରାକୃତିକଆଲୋକରେବିତାନ୍ତୁ।

