Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଟ୍ରିକ ପରୀକ୍ଷାରେ ଜୟନ୍ତପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ସଫଳତା,୨ ଛାତ୍ରୀ ଏ୧ ରେ କୃତକାର୍ଯ୍ୟ।

ମାଟ୍ରିକ ପରୀକ୍ଷାରେ ଜୟନ୍ତପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ସଫଳତା,୨ ଛାତ୍ରୀ ଏ୧ ରେ କୃତକାର୍ଯ୍ୟ।

Odisha.news 2 weeks ago

ଳାହାଣ୍ଡି,୦୩/୦୫ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ଶତକଡା ରୁ ଉର୍ଦ୍ଧ୍ବ ମାର୍କ ରଖି ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ସୂଚନା ମତେ ବିଦ୍ୟାଳୟ ର ଛାତ୍ରୀ ନମିତା ମାଝୀ ୫୫୦ ମାର୍କ ରଖି ୯୧.୬୬ ଓ ବବଳୀମୟୀ ନାଏକ ୫୪୦ ମାର୍କ ରଖି ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି।

୨ ଛାତ୍ରୀ ଙ୍କ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଶବର ସମେତ ସହ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗୁଣାତ୍ମକ ପାଠପଢା ଓ ମାର୍ଗଦର୍ଶନ ପାଇଁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାଶ କରିଥିବା ନେଇ ଦୁଇ ଛାତ୍ରୀ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News