ଓଡିଶା ଖବର
ଓଡିଶା ଖବର

ଭୁବନେଶ୍ବରରେ ହେବ ବିନା ଦର୍ଶକରେ ପୁରୁଷ ଜୁନିଅର ହକି ବିଶ୍ବକପ୍‌

ଭୁବନେଶ୍ବରରେ ହେବ ବିନା ଦର୍ଶକରେ ପୁରୁଷ ଜୁନିଅର ହକି ବିଶ୍ବକପ୍‌
  • 31d
  • 0 views
  • 0 shares

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ଜୁନିଅର ହକି ବିଶ୍ବକପ୍‌ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ। କରୋନା ମହାମାରୀ କଟକଣା ଯୋଗୁଁ ଏହି ବିଶ୍ବକପ୍‌ ବନ୍ଦ ଦ୍ବାର ମଧ୍ୟରେ ଖେଳାଯିବାକୁ ହକି ଇଣ୍ଡିଆ ଏବଂ ଏଫ୍‌ଆଇଏଚ୍‌ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ବିଶ୍ବକପ୍‌ ଦେଖିବାକୁ କୌଣସି ବି ଦର୍ଶକଙ୍କୁ ଷ୍ଟାଡିୟମ୍‌ ପ୍ରବେଶ ଅନୁମତି ମିଳିବନି।

ଅଧିକ ପଢନ୍ତୁ
TheTruths
TheTruths

ସକାଳୁ ଉଠି ଜପ କରନ୍ତୁ ୩ଟି ଶବ୍ଦର ଶକ୍ତିଶାଳୀ ମନ୍ତ୍ର, କେବଳ ଧନ କ'ଣ ସାରା ସଂସାର ଆସିବ ଆପଣଙ୍କ ହାତ ମୁଠାକୁ !

ସକାଳୁ ଉଠି ଜପ କରନ୍ତୁ ୩ଟି ଶବ୍ଦର ଶକ୍ତିଶାଳୀ ମନ୍ତ୍ର, କେବଳ ଧନ କ'ଣ ସାରା ସଂସାର ଆସିବ ଆପଣଙ୍କ ହାତ ମୁଠାକୁ !
  • 5hr
  • 0 views
  • 249 shares

ସକାଳୁ ଉଠି ଜପ କରନ୍ତୁ ୩ ଟି ଶବ୍ଦର ଏହି ଶକ୍ତିଶାଳୀ ମନ୍ତ୍ର ଧନ କଣ ସାରା ସଂସାର ଆସିବ ଆପଣଙ୍କ ହାତ ମୁଠାକୁ। ଏହା ଏକ ଗୁପ୍ତ ଶକ୍ତିଶାଳୀ ମନ୍ତ୍ର ଏହି ୩ ଟି ଶବ୍ଦ ବିଶିଷ୍ଟ ମନ୍ତ୍ର ପ୍ରାତଃ ଜପରେ ବ୍ୟକ୍ତିକୁ ଅସାଧାରଣ ଶକ୍ତି ମିଳିଥାଏ। ଧନ ବୃଦ୍ଧି ନିଶ୍ଚୟ ହେବା ସହିତ ଏହା ଏକ ସମୂହନ ବସିକରଣ ଶକ୍ତି ଶରୀର ମଧ୍ୟରେ ଉତ୍ପନ କରେ।

ଅଧିକ ପଢନ୍ତୁ
ସମ୍ବାଦ

ସଂଶୋଧନ ହେବ ଏନ୍‌ଡିପିଏସ୍‌ ଆଇନ! ଜେଲ୍‌ ବଦଳରେ ସାମାଜିକ ସେବା

ସଂଶୋଧନ ହେବ ଏନ୍‌ଡିପିଏସ୍‌ ଆଇନ! ଜେଲ୍‌ ବଦଳରେ ସାମାଜିକ ସେବା
  • 4hr
  • 0 views
  • 21 shares

ନୂଆଦିଲ୍ଲୀ : ସଂସଦର ଆସନ୍ତା ଅଧିବେଶନରେ ସରକାର ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରୋଫିକ୍ ସବ୍‌ଷ୍ଟାନସେସ୍‌ (ଏନ୍‌ଡିପିଏସ୍‌) ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବା ଯୋଜନା ରଖିଛନ୍ତି। ନିଶା ସେବନ କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କେନ୍ଦ୍ରରେ ଚିକିତ୍ସିତ କରାଯିବ। ଯଦି ସେମାନେ ଏଥିପାଇଁ ରାଜି ନହୁଅନ୍ତି ତାହେଲେ ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ସରକାରଙ୍କ ଦ୍ବାରା ପରିଚାଳିତ କିମ୍ବା ସରକାରୀ ସହାୟତାରେ ଚାଲିଥିବା କେନ୍ଦ୍ରରେ ସାମାଜିକ ସେବା କରିବାକୁ ହେବ।

ଅଧିକ ପଢନ୍ତୁ

No Internet connection

Link Copied