ଭୁବନେଶ୍ୱର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା । ଏକ ଆଖୁବାଡ଼ିରେ ଲୁଚି ରହିଥିବା ବେଲେ ପୋଲିସ ଧରିଥିବା ନେଇ ସୂଚନା । ରବିବାର ଚକମା ଦେଇ ଟିଟିଲାଗଡ଼ ପୋଲିସ ବାରାକରୁ ଚମ୍ପଟ ମାରିଥିଲା ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ।