ଓଡିଶା ଖବର
ଓଡିଶା ଖବର

ମମିତା ହତ୍ୟାକାଣ୍ଡ: ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ

ମମିତା ହତ୍ୟାକାଣ୍ଡ: ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ
  • 44d
  • 0 views
  • 3 shares

ଭୁବନେଶ୍ୱର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା । ଏକ ଆଖୁବାଡ଼ିରେ ଲୁଚି ରହିଥିବା ବେଲେ ପୋଲିସ ଧରିଥିବା ନେଇ ସୂଚନା । ରବିବାର ଚକମା ଦେଇ ଟିଟିଲାଗଡ଼ ପୋଲିସ ବାରାକରୁ ଚମ୍ପଟ ମାରିଥିଲା ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ।

ଅଧିକ ପଢନ୍ତୁ
ରିପୋର୍ଟର୍ସ ପେନ
ରିପୋର୍ଟର୍ସ ପେନ

୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ଚାକିରୀରୁ ବହିଷ୍କୃତ

୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ଚାକିରୀରୁ ବହିଷ୍କୃତ
  • 6hr
  • 0 views
  • 63 shares

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।

ଅଧିକ ପଢନ୍ତୁ
K NEWS
K NEWS

ଚାକିରି ଥାଉ ବା ନଥାଉ ଆପଣଙ୍କୁ ମିଳିପାରିବ ପେନସନ୍‌, ଜାଣନ୍ତୁ କେମିତି ପାଇବେ

  • 5hr
  • 0 views
  • 226 shares

ଯଦି ଆପଣ ନିଜ ବୃଦ୍ଧବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଯଦି ଆପଣ ରିଟାୟରମେଣ୍ଟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ନ୍ୟାସନାଲ ପେନସନ୍‌ ସ୍କିମ ଆପଣଙ୍କ ପାଇଁ ଏକ ବହୁତ ଭଲ ଅପସନ୍‌ ଅଟେ। ଚାକିରି ଆରମ୍ଭ କରିବା ପରେ ହିଁ ନ୍ୟାସନାଲ୍‌ ପେନସନ୍‌ ସ୍କିମରେ ନିବେଶ କରିବା ଆରମ୍ଭ କରିଦେବେ ତାହେଲେ ରିଟାୟରମେଣ୍ଟ ସମୟରେ ଆପଣଙ୍କ ପାଖରେ ୩୪ ଲକ୍ଷ ପର୍ଯ୍ୟନ୍ତ ମୋଟା ଫଣ୍ଡ ସଞ୍ଚୟ ହୋଇଯିବ।

ଅଧିକ ପଢନ୍ତୁ

No Internet connection

Link Copied