Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୭ ବର୍ଷର ଛାତ୍ରୀକୁ ଦୁଷ୍କର୍ମ ମାମଲା: ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

୭ ବର୍ଷର ଛାତ୍ରୀକୁ ଦୁଷ୍କର୍ମ ମାମଲା: ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

ଭୁବନେଶ୍ୱର, ୦୨/୦୮ : ୭ ବର୍ଷର ଛାତ୍ରୀକୁ ଦୁଷ୍କର୍ମ ମାମଲାରେ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡ । କେନ୍ଦୁଝରରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଆଡିଶନାଲ ଡିଷ୍ଟ୍ରିକ୍ଟ ଜଜ୍-କମ୍-ସ୍ପେଶାଲ ଜଜ୍ ମୋନାଲି ସାମନ୍ତି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in