Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆରମ୍ଭ ହେଲା ଭୋଟ ଗଣତି

ଆରମ୍ଭ ହେଲା ଭୋଟ ଗଣତି

ନୂଆଦିଲ୍ଲୀ, ୦୪/୦୫ : ଆରମ୍ଭ ହେଲା ଭୋଟ ଗଣତି; ଆସିବ ଫଳାଫଳ । ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ଟେ ହେବ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ବେଙ୍ଗଲରେ TMC ର ଭାଗ୍ୟ କ'ର ହେବ, ତାକୁ ନେଇ ଚର୍ଚ୍ଚା । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି ।

ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in