Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ, ୭ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ, ୭ ମୃତ

ନୂଆଦିଲ୍ଲୀ, ୨୧/୦୭ : ସିକ୍କିମରେ ଘଟିଛି ବଡ଼ ଅଘଟଣ । ଟନେଲ ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ। ଅକ ନିର୍ମାଣାଧିନ ଟନେଲ ଭୁଶୁଡ଼ି ୭ ଜଣ ପ୍ରାଣ ହରାଇଥିବାବେଳେ ଭିତରେ ଆହୁରି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି । ସିକ୍କିମର ନାଚିମ ଜିଲ୍ଲାରେ ଘଟିଛି ଅଘଟଣ । ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍, ସିକ୍କିମ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୋମବାର ଅପରାହ୍ଣ ୩ଟା ସମୟରେ ଏ ଅଘଟଣ ଘଟିଥିବା ବେଳେ ଏହା ପରଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in