Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୁମରାହଙ୍କୁ ଭୁଲ୍ ମାଗିଲେ ସାଉଥ ହିରୋ ରାମ ଚରଣ

ବୁମରାହଙ୍କୁ ଭୁଲ୍ ମାଗିଲେ ସାଉଥ ହିରୋ ରାମ ଚରଣ

ନୂଆଦିଲ୍ଲୀ, ୨୫/୦୫ : ଦକ୍ଷିଣ ଭାରତୀୟ ସିନେମାର 'ଗ୍ଲୋବାଲ ଷ୍ଟାର' ରାମ ଚରଣ ବର୍ତ୍ତମାନ ଚର୍ଚ୍ଚାରେ । କିନ୍ତୁ ଏଥର ଚର୍ଚ୍ଚାର କାରଣ କୌଣସି ଆୱାର୍ଡ ନୁହେଁ, ବରଂ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମରାଙ୍କୁ ନେଇ ସେ କରିଥିବା ଏକ ଭୁଲ । ନିଜର ଆଗାମୀ ଫିଲ୍ମ 'ପେଦ୍ଦି'ର ପ୍ରମୋସନ ସମୟରେ ରାମ ଚରଣ ଭୁଲବଶତଃ ବୁମରାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଫୁଟବଲର ବୋଲି କହିଦେଇଥିଲେ ।

ଏହି ଘଟଣା ପାଇଁ ସେ ଏବେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in