Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗାଁର ମାଟିରୁ ଦେଶର ପ୍ରଗତି, ଆଜି ଗ୍ରାମୀଣ ମହିଳା ଦିବସ

ଗାଁର ମାଟିରୁ ଦେଶର ପ୍ରଗତି, ଆଜି ଗ୍ରାମୀଣ ମହିଳା ଦିବସ

ଭୁବନେଶ୍ୱର, ୧୫/୧୦ : ଗାଁର ମାଟିରୁ ଦେଶର ପ୍ରଗତି, ଚାଷ ଜମିରୁ ଅର୍ଥନୀତିର ମଜଭୁତ ମୂଳଦୁଆ । ଗ୍ରାମୀଣ ମହିଳାଙ୍କ ଅବଦାନ ବିନା ଏକ ସମୃଦ୍ଧ ଦେଶର କଳ୍ପନା କରିବା ଅସମ୍ଭବ । ଚାଷ କାମ ହେଉ କି ପରିବାରର ଦାୟିତ୍ୱ, ପଶୁପାଳନ ହେଉ କି ଛୋଟ ବ୍ୟବସାୟ ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମୀଣ ମହିଳାଙ୍କ ଭୂମିକା ଅତୁଳନୀୟ । ଆଜି ଅକ୍ଟୋବର ୧୫, ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ।

ଗ୍ରାମାଞ୍ଚଳର ମହିଳାଙ୍କ ପରିଶ୍ରମ, ସଂଘର୍ଷ, ଅଧିକାର ଏବଂ ସଫଳତାକୁ ସମ୍ମାନ ଜଣାଇବାର ଦିନ । ତେବେ ଆସନ୍ତୁ ଜାଣିବା, ଏହି ଦିବସର ଗୁରୁତ୍ୱ କ'ଣ ଏବଂ ଗ୍ରାମୀଣ ମହିଳାଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ଆଣିବା ଆଜିର ଆହ୍ୱାନ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in