Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁପ୍ରିମକୋର୍ଟଙ୍କ ବଡ଼ ପ୍ରସ୍ତାବ : ବୀମା ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ

ସୁପ୍ରିମକୋର୍ଟଙ୍କ ବଡ଼ ପ୍ରସ୍ତାବ : ବୀମା ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ, ୦୫/୦୮ : ବିନା ବୀମାରେ ରାସ୍ତାରେ ଗଡ଼ୁଥିବା ଯାନବାହନ ଉପରେ ଲଗାଯିବ ଅଙ୍କୁଶ । ପେଟ୍ରୋଲ ପମ୍ପଗୁଡିକ ତେଲ ଦେବା ପୂର୍ବରୁ ଜାଣିପାରିବେ କି ସେହି ଗତିର ବୀମା ଅଛି କି ନାହିଁ । ଯଦି ବୀମା ନଥିବ ତେବେ ଭକ୍ତ ଗାଡିକୁ ତେଲ ମିଳିବ ନାହିଁ । ଏ ସଂକ୍ରାନ୍ତରେ ଏକ ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭାରତର ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ ଏବଂ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି।

କେବଳ ଏତିକି ନୁହେଁ ରାଜପଥରେ ଏଏନ୍‌ପିଆର କ୍ୟାମେରା ଲଗାଇବା ସହ ବାହାନ ଡାଟାବେସ୍‌ରେ ଲିଙ୍କ୍ କରାଇବାକୁ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in