Tuesday, 11 Feb, 10.10 am OdishaLIVE

ହୋମ୍
ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ୩୪୧ଟି ସାଇଣ୍ଟିଫିକ୍‌ ଷ୍ଟାଫ ପଦବୀ ଲାଗି ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରୀଡ଼ା ପ୍ରାଧିକରଣର (ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ) ବିଭିନ୍ନ ବିଭାଗରେ ମୋଟ୍‌ ୩୧୪ଟି ସାଇଣ୍ଟିଫିକ୍‌ ଷ୍ଟାଫ୍‌ ପଦବୀ ଲାଗି ନିଯୁକ୍ତି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୫ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ଆନ୍ଥ୍ରୋପୋମେଟ୍ରିଷ୍ଟ- ୨୪ଟି ପଦବୀ
  • ଏକ୍ସର୍‌ସାଇଜ୍‌ ଫିଜିଓଲୋଜିଷ୍ଟ- ୩୪ଟି ପଦବୀ
  • ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ଏକ୍ସପର୍ଟ- ୬୨ଟି ପଦବୀ
  • ବାୟୋମେକାନିଷ୍ଟ- ୩ଟି ପଦବୀ
  • ସାଇକୋଲୋଜିଷ୍ଟ- ୪ଟି ପଦବୀ
  • ସ୍ପୋର୍ଟସ୍‌ ମେଡିସିନ୍‌ ଡକ୍ଟର୍‌- ୧୦ଟି ପଦବୀ
  • ଡକ୍ଟର୍‌- ଗୋଟିଏ ପଦବୀ
  • ଫିଜିଓଥେରାପିଷ୍ଟ- ୪୭ଟି ପଦବୀ
  • ମାସେଅର୍‌- ୭୨ଟି ପଦବୀ
  • ଫାର୍‌ମାସିଷ୍ଟ- ୧୨ଟି ପଦବୀ
  • ନର୍ସିଂ ଆସିଷ୍ଟାଣ୍ଟ- ୩୬ଟି ପଦବୀ
  • ଲ୍ୟାବ୍‌ ଚେକ୍ନିସିଆନ୍‌ (ମେଡିକାଲ୍‌ ଲ୍ୟାବ୍‌) - ୧୨ଟି ପଦବୀ
  • ଲ୍ୟାବ୍‌ ଚେକ୍ନିସିଆନ୍‌ (ନନ୍‌-ମେଡିକାଲ୍‌) - ୨୩ଟି ପଦବୀ
  • ବୟସ ସୀମା- କେତେକ ପଦବୀ ପାଇଁ ବୟସ ସୀମା ୩୫ ବର୍ଷ ଥିବା ବେଳେ ଅନ୍ୟ କେତେକ ପଦବୀ ପାଇଁ ୪୫ ବର୍ଷ ରହିଛି।
  • ଆବେଦନ ପ୍ରକ୍ରିୟା:
  • ଆବେଦନକାରୀମାନେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜପତ୍ର ତଥା ଅଭିଜ୍ଞତାପତ୍ର ଫେବ୍ରୁଆରି ୧୫ ସଂଧ୍ୟା ୫ଟା ପୂର୍ବରୁ ଦାଖଲ କରିବାକୁ ହେବ।
  • ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇଁnic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।
Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Live
Top