Dailyhunt
କରୋନା ଭାଇରସର ଚିକିତ୍ସା କରିବା କିପରି?

କରୋନା ଭାଇରସର ଚିକିତ୍ସା କରିବା କିପରି?

OdishaLIVE 5 years ago

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରୋଗୀଙ୍କଠାରେ କାଶ, ସର୍ଦ୍ଦିଓ ସ୍ଥଳବିଶେଷରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଏ।
  • କରୋନାପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍‌ ଦେବାକୁ ପଡ଼ିପାରେ। ସେହିପରି ଜଟିଳ ଅବସ୍ଥା ସୃଷ୍ଟି ହେଲେ ରୋଗୀଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖିବାକୁ ପଡ଼ିଥାଏ।
  • ତେବେକରୋନା ପ୍ରଭାବିତ ରୋଗୀଙ୍କର ଚିକିତ୍ସା ବେଳେ ପ୍ରଥମ ପଦକ୍ଷେପ ହେଉଛି ତାଙ୍କୁ ଆଇସୋଲେନ କରି ରଖିବା ଯାହାଫଳରେ ତାଙ୍କଠାରୁ ଭୂତାଣୁ ଆଉ କାହାକୁ ବ୍ୟାପିବ ନାହିଁ।

  • ତେଣୁ ସର୍ଦ୍ଦି, କାଶ ଓଜ୍ୱର ହେଉଥିଲେ ପ୍ରଥମେ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
  • କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।

ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରି ପରାମର୍ଶ କରନ୍ତୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live