Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲକ୍‌ଡାଉନ୍‌ ବେଳେ ଗ୍ରୋସରୀ ଦୋକାନରୁ ଜବତ ହେଲା ମଦ

ଲକ୍‌ଡାଉନ୍‌ ବେଳେ ଗ୍ରୋସରୀ ଦୋକାନରୁ ଜବତ ହେଲା ମଦ

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ସମଗ୍ର ଜିଲ୍ଲାରେ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗ୍ରୋସେରି ଦୋକାନରୁ ମଦ ଜବତ କରିଛି ମୟୂରଭଞ୍ଜ ପୋଲିସ।

ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧନା ଗ୍ରାମରେ ଥିବା ଏକ ଗ୍ରୋସରୀ ଦୋକାନରେ ମଦ ବିକ୍ରି ହେଉଥିବାର ଖବର ପାଇ ଚାନ୍ଦୁଆ ପୋଲିସ ଏହି ଦୋକାନ ଉପରେ ଚଢ଼ାଉ କରିଥିଲା।

ଜବତ ସମୟରେ ୧୬୦ ଲିଟର ମଦ ଜବତ କରାଯାଇଛି। ଏ ସମ୍ପର୍କରେ ଚାନ୍ଦୁଆ ଥାନାରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଦୋକାନୀ ଗୁଣାକର ସାହୁଙ୍କୁ ଗିରଫ କରିଛି ଚାନ୍ଦୁଆ ପୋଲିସ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live