Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାଲେପୁର ବିଧାୟକଙ୍କୁ କରୋନା

ସାଲେପୁର ବିଧାୟକଙ୍କୁ କରୋନା

OdishaLIVE 5 years ago

ଡ଼ି ଶାଲାଇଭ ବ୍ୟୁରୋ

ଆଉ ଜଣେ ବିଧାୟକଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ହେବା ପରେ ଆଜି କଟକ ଜିଲ୍ଲା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

୧୦ ହଜାର ଟପିଲାଣି ଆକ୍ରାନ୍ତ ସଂଖ୍ୟା। ମୃତ୍ୟୁ ସଂଖ୍ୟା ବି ୪୨ ଛୁଇଁଛି। କଟକରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ସହରକୁ ୧୦ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଜଣକ ପରେ ଜଣେ ବିଧାୟକ କରୋନା ଆକ୍ରାନ୍ତଙ୍କ ହେବା ନେଇ ଆତଙ୍କ ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live